ଆତ୍ମ ପରୀକ୍ଷଣ ପ୍ରଶ୍ନର ଉତ୍ତର MAOD 15, BLOCK-1 UNIT-14th semester OSOU ଗବେଷଣା ପଦ୍ଧତି
sumita Behera Bapi sumita Behera Bapi
1.82K subscribers
1,103 views
29

 Published On Apr 15, 2024

ଆତ୍ମ ପରୀକ୍ଷଣ ପ୍ରଶ୍ନର ଉତ୍ତର
MAOD 15, BLOCK-1 UNIT-1
4th semester OSOU
ଗବେଷଣା ପଦ୍ଧତି
(କ)ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ
୧. ଗବେଷଣାର ଉଦ୍ଦେଶ୍ୟ କଣ ଥାଏ?
୨. ଗବେଷଣାର ଧାରାଗୁଡ଼ିକ ଦର୍ଶାଅ ।
୩. ଗବେଷଣା ପଦ୍ଧତିଗୁଡ଼ିକର ନାମ ଲେଖ ।
୪. ଗବେଷଣା ପ୍ରୋତ୍ସାହନର ଉପାଦାନ ଗୁଡ଼ିକର ନାମ ଲେଖ ।
୫. ବୈଜ୍ଞାନିକ ପଦ୍ଧତିର ଗ୍ରହଣୀୟତାର କାରଣ ଲେଖ ।
୬. ସାମାଜିକ ଗବେଷଣା ନିମନ୍ତେ କେଉଁ ପଦ୍ଧତି ଦ୍ବୟ ଉପଯୋଗୀ?

(ଖ) ଦୀର୍ଘ ଉତ୍ତରମୁଳକ ପ୍ରଶ୍ନ
୧. ଗବେଷଣାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଲେଖ ।
୨. ଗବେଷଣାର ସଂଜ୍ଞା ଓ ସ୍ୱରୂପ ଆଲୋଚନା କର ।
୩. ଗବେଷଣା ପଦ୍ଧତିଗୁଡ଼ିକର ସ୍ୱରୂପ ଆକଳନ କର ।
୪. ଗବେଷଣା ପ୍ରୋତ୍ସାହନର ଭୂମିକା ଆଲୋଚନା କର ।

show more

Share/Embed