Ramhari Das II Odissi Sangeet Pathshala II Pathshala Part - 1
RAMHARI DAS ODISSI GURUKULA RAMHARI DAS ODISSI GURUKULA
2.39K subscribers
10,761 views
510

 Published On Oct 2, 2020

ଓଡିଶୀ ସଂଗୀତ ପାଠଶାଳା ଭାଗ- ୧ ରେ ଆଲୋଚିତ ବିଷୟ :
1: Introduction
2: ତଥ୍ୟ , ତତ୍ୱ ଏବଂ କିୟା
3: ଶଙ୍କାରାଭରଣ ରାଗ ର ଶାସ୍ତ୍ରୀୟ ପରିଚୟ

ଓଡିଶୀ ସଂଗୀତ ପାଠଶାଳା, ଏକ ଶିକ୍ଷା ଓ ଗବେଷଣା ଭିତିକ କାର୍ଯ୍ୟକ୍ରମ I ଏଥିରେ ଓଡିଶୀ ସଙ୍ଗୀତର ତଥ୍ୟାତ୍ମକ ଓ କ୍ରିୟାତ୍ମକ ଉଭୟ ଦିଗପ୍ରତି ବିଶେଷ ଦୃଷ୍ଟି ଦିଆଯାଇଅଛି I ଓଡିଶୀ ସଂଗୀତ ପାଠଶାଳାକୁ ପରିଚାଳନା କରିଛନ୍ତି ନିଜେ ଗୁରୁ ରାମହରି ଦାସ I ଓଡିଶୀ ସଂଗୀତକୁ ଭଲପାଉଥିବା, ଆଦର କରୁଥିବା, ଶିକ୍ଷା କରୁଥିବା, ଗବେଷଣା କରୁଥିବା , ପରିବେଷଣ କରୁଥିବା ସମସ୍ତ ଛାତ୍ରଛାତ୍ରୀ , କଳାକାର ଓ ଗୁରୁଜନ ମାନଙ୍କ ନିକଟରେ ଏହି ମହାନ ସଂଗୀତ ପରମ୍ପରାର ତଥ୍ୟ, ତତ୍ୱ ଏବଂ କ୍ରିୟାକୁ ଆଲୋଚନା ମାଧ୍ୟମରେ ପହଂଚାଇବା ଏହି ପାଠଶାଳାର ମୁଖ୍ୟ ଉଦ୍ଧେଷ୍ୟ I

#odissimusic
#pathashala
#Ramharidas
#Odissigurukula
#pathshala


Contact No : 9937804407
http://www.odissigurukul.org
http://[email protected]
  / odissigurukula  

About Gurukula:
Ramhari Das Odissi Gurukul was established on 23rd july 2011 at Badahata adjacent to NH 203 at Biragobindpur under Satyabadi block in Puri District, 14 km away from Lord Jagannath Tample, Puri & 45 Km away from Bhubaneswar the Temple city of Odisha.Guru Ramhari Das is the founder and Chief Executive Trustee of the Gurukula along with other 12 members
The Gurukula is quite dedicated towards Odissi Music, Dance and Culture and Literature.

show more

Share/Embed