Dasapalla Ramlila 2024//ଦଶପଲ୍ଲା ରାମଲୀଳା 2024// ବନ ବିହାର ର ବହୁତ୍ ହୃଦୟ ଛୁଆଁ ଗୀତ ଥରେ ଶୁଣନ୍ତୁ
ODIA CULTURE D.B ODIA CULTURE D.B
65.1K subscribers
214 views
0

 Published On Sep 26, 2024

#daspalla #daspallaramlila #ramalila #ramlila #ramanataka


Dasapalla Ramlila 2024//ଦଶପଲ୍ଲା ରାମଲୀଳା 2024// ବନ ବିହାର ର ବହୁତ୍ ହୃଦୟ ଛୁଆଁ ଗୀତ ଥରେ ଶୁଣନ୍ତୁ

ଦଶପଲ୍ଲା ରାମଲୀଳା ହେଉଛି ଓଡ଼ିଶା ର ଏକ ଅନ୍ୟତମ ରାମାୟଣ । ଯାହାକି ଗୋଟିଏ ମୃଦଙ୍ଗ ଓ ଦୁଇଟି ଗିନି କୁ ନେଇ ଗାୟକ ଗୀତ ଗାନ୍ତି ଓ ଅଭିନେତା ଅଭିନୟ କରିବା ସହ ଗୀତ ମଧ୍ୟ ଭାବର ସହ ଗାଇଥାନ୍ତି। ଯାହାକି ଦର୍ଶକ ମାନଙ୍କ ମନକୁ ଛୁଇଁ ଥାଏ। ତା ସହ ରାମାୟଣ ପୁରା ସହଜ ଭାବରେ ଦର୍ଶକ ମାନେ ବୁଝିପାରନ୍ତି। ତେଣୁ ଏପରି ସାଂସ୍କୃତିକ ଜିନିଷ ଦେଖିବା ପାଇଁ ମୋ Channel କୁ Subscribe କରନ୍ତୁ। ସବୁ Vdo ଦେଖନ୍ତୁ। ଧନ୍ୟବାଦ୍।
ଜୟ ଜଗନ୍ନାଥ, ଜୟ ଶ୍ରୀରାମ, ଜୟ ଶିବ ଶଙ୍କର, ଜୟ ମା କାଞ୍ଜିଖାଇ

#ramayana #ramayan #ramayanhindi #ramayanodia #ramanataka #ramanatak #banabas #ରାମଲୀଳା #culture #odiaculture #odishaculture #ramsita #sitaram
#youtube #ytvideo #trend #trending #trendingvideo #youtubevideo #viralvideo

Ayodhya Ram Mandir
Ayodhya Ram Temple
Ayodhya Ramlila
Dasapalla Ramlila
Dasapalla Ramlila 2024
Lanka Podi Yatra
Lanka Podi Yatra 2024
Dasapalla Lankapodi Yatra
Dasapalla Lankapodi Yatra 2024

show more

Share/Embed