ମନରେ ଦୁଃଖ ଦେଲା ମାର ହାଣ୍ଡିଶାଳ! || MAA RA HANDISHALA
Patia Toka Patia Toka
26.6K subscribers
30,580 views
480

 Published On Sep 18, 2024

#କନ୍ଦେଇ_ଦେଲା_ମାର_ହାଣ୍ଡିଶାଳ!
ସତ କେବେ ଲୁଚି ରୁହେନା I ଦିନେ ନା ଦିନେ ସାମ୍ନାକୁ ଆସେ I ସବୁ ସତ ଭିଡ଼ିଓ ମାଧ୍ୟମରେ ଆପଣଙ୍କ ଆଗରେ ଗୋଟି ଗୋଟି କରି ରଖିଲୁ I ମିଛ କହି କାହାକୁ ଭଣ୍ଡାଇବା ଠିକ ନୁହେଁ I ସେଇଥିପାଇଁ ଏହି ଭିଡ଼ିଓକୁ ଆପଣ ମାନଙ୍କ ପାଖରେ ପହଞ୍ଚାଇ ଆପଣଙ୍କୁ ସଚେତନ କରାଇବା ହେଉଛି ଆମର ଏକମାତ୍ର ଉଦ୍ଦେଶ୍ୟ I ଆମେ ଯେମିତି ଠକେଇ ହେଲୁ ଆପଣ ସେମିତି ଠକେଇ ନ ହୁଅନ୍ତୁ I ମାର ହାଣ୍ଡିଶାଳରେ ବହୁତ ଭଲ ଖାଇବା ଶୁଣିକି ଯାଇଥିଲି, ହେଲେ ଆଉ କେବେ ବି ଯିବିନି କି କାହାକୁ ଯିବା ପାଇଁ ମୁଁ କହିବିନି I ନିଜ କଷ୍ଟ ଉପାର୍ଜିତ ଧନର ମୂଲ୍ୟ ମୁଁ ବୁଝିଛି, ଅନ୍ୟର ଟଙ୍କା ଟିଏ ବି ନଷ୍ଟ ହେବାକୁ କହିବିନି I ଏତେ ଖରାପ କେମିତି ହେଇପାରିବ? ଆଉ ଏତେ ମିଛ ପ୍ରଶଂସା କଣ ପାଇଁ? କାହାକୁ ଭୁଆଁ ବୁଲାଇ ଦୁଇ ଟଙ୍କା ରୋଜଗାର କେବେ ଭଲରେ ଯିବନି ଆଜ୍ଞା I ଏହି ଭିଡ଼ିଓଟିକୁ ମୂଳରୁ ଶେଷ ଯାଏଁ ଦେଖନ୍ତୁ I ଆଉ ଭଲ ଲାଗିଲେ ଅଧିକରୁ ଅଧିକ ସେୟାର କରନ୍ତୁ I ଚ୍ୟାନେଲକୁ ସସକ୍ରାଇବ କରିବାକୁ ଭୁଲିବେନି I ଜୟ ଜଗନ୍ନାଥ 🙏🏻 #patiatoka


Welcome to Patia Toka, your passport to a world of culinary adventures and travel tales! We are your ultimate destination for immersive vlogs that whisk you away to diverse places, revealing the hidden gems of our planet and the incredible culinary wonders they hold. Join us as we explore the streets, savor unique foods, and unearth special dishes that define the essence of each location. Get ready to embark on a journey like no other, as we take you on a gastronomic and globetrotting escapade. Subscribe now and let Patia Toka be your gateway to unforgettable experiences, one bite and destination at a time!


#patiatoka #bhubaneswar #Maarahandishala #maahandisala #handisala #mutton #muttoncurry #muttonrecipe #newvlog #odia #odiafood #odishamutton #odiavlog #odiavlogers #muttonrecipes #viralvlogs #new #exposed
#ganeshchaturthi #lordganesha #travel #festival #trending #trendingvideo #youtube #youtuber #ganesh #viral #viralvlogs #videos #ganapatibappamorya #ganeshpuja #humanity #humaninterest #emotionalstory #food #vlog #spreadinglove #bestfood #bestfoodever

Facebook:   / patiatoka.in  

show more

Share/Embed