ଆମ ଗାଁରେ ଫୁଟବଲ୍ ଖେଳ ହେଉଛି!! football is playing in our village!!
ADIVASI VLOGGER MONA ADIVASI VLOGGER MONA
580 subscribers
68 views
0

 Published On Sep 6, 2024

ଆମ ଗାଁରେ ଫୁଟବଲ୍ ଖେଳ ହେଉଛି!! football is playing in our village!!#adivasivloggermona


ଆଜି September 5 ru 6 ତାରିକ୍ ପର୍ଯ୍ୟନ୍ତ ଆମ ଗାଁରେ ଫୁଟବଲ୍ ଖେଳ ହେଉଥିଲା ଆଉ ଖେଳରେ ଅନେକ ଦୂରରୁ ଫୁଟବଲ୍ ଖେଳାଳୀମାନେ ଆସିଥିଲେ ଏବଂ ବହୁତ୍ ସୁନ୍ଦର ଭାବରେ ଖେଳ ପ୍ରଦର୍ଶନ କରିଥିଲେ ତତ୍ ସହିତ ଅନେକ ମାନ୍ୟ ବ୍ୟକ୍ତି ମାନେ ଆସିଥିଲେ ଆଶା କରୁଛି ଏହି ବ୍ଲଗ୍ ଭିଡିଓ ଟି ଆପଣମାନଙ୍କୁ ବହୁତ୍ ଭଲ ଲାଗିବ ମୋର ଆଶା ଆଉ ବିଶ୍ୱାସ ତେଣୁ channel ଟିକୁ like share comment and subscribe କରନ୍ତୁ!!
#adivasivloggermona
#adivasivlogger
#football
#vlogger

show more

Share/Embed